ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜୟନ୍ତୀ ପାଳନ ଫର୍ମାଟ

କାମକ୍ଷାନାଗାର, ଆଙ୍କର-କାମାକ୍ଷାନଗର ସହରର କଳା ମହାପାଟ ପୀଠ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏଇ ଜୟନ୍ତୀ ଅବସରରେ ମହାପାଟଙ୍କ ପାଖରେ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ୫୮ ଗୋଟି ଦୀପ ପ୍ରଜ୍ଜ୍ୱଳନ କରାଯାଇ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ସକାଶେ ସମୂହ ପ୍ରାର୍ଥନା କରାଯାଇଥିଲା l ଏଥିରେ ବିଜେପି ଜିଲା ସଭାପତି ରାସବିହାରୀ ବେହେରା, ଜିଲା କାର୍ଯ୍ୟକାରେଣୀ

ସଦସ୍ୟ ବସନ୍ତ କୁମାର ସାହୁ, ଜଗନ୍ନାଥ ଗଡ଼ନାୟକ,ରାସନନ୍ଦ ଦେହୁରୀ, ଦୟାନିଧି ସାହୁ, ମୁରଲୀଧର ବିଶ୍ୱାଳ, ରଞ୍ଜିତ କୁମାର ସାହୁ,ପ୍ରଭୂ ପ୍ରସାଦ ନନ୍ଦ, ସମୀର କୁମାର ଦାସ,ପହଲି ବେହେରା,ପ୍ରହଲ୍ଲାଦ ମୁଦୁଲି, ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସାଧାରଣ ସଂପାଦକ ପ୍ରକଶ କୁମାର ପତ୍ର,ସନ୍ତୋଷ କୁମାର ପତି,ସୋମ୍ୟରଞ୍ଜନ ନାୟକ,ଧର୍ମାନନ୍ଦ ସେଠି, ମଧୁସୂଦନ ରାଉତ, ଅମିତାଭ ରାଉତ, ଗୋପୀ ବେହେରା,ଅରୂପାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *