ପୂର୍ବତନ_ବିଧାୟକଙ୍କ_ଜ୍ୱାଇଁ_ଗିରଫ

ପୂର୍ବତନ_ବିଧାୟକଙ୍କ_ଜ୍ୱାଇଁ_ଗିରଫ-ଦେବଗଡ଼ରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଜ୍ୱାଇଁ ଗିରଫ-ଝିଅକୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗରେ ଗିରଫ-ଜ୍ୱାଇଁ ସବ୍ୟସାଚୀ ମିଶ୍ରଙ୍କୁ ଅନୁଗୁଳରୁ ଗିରଫ କଲା ଦେବଗଡ଼ ପୋଲିସ୍-ଗତ ଏପ୍ରିଲ ୧୩ରେ ଜ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଥିଲେ ଝିଅ-ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଜ୍ୱାଇଁଙ୍କ ଘର l

Leave a Reply

Your email address will not be published. Required fields are marked *