ପ୍ରଭୁ ନାରାୟଣ

ପ୍ରଭୁ ନାରାୟଣ (ପ୍ରକୃତି ବନ୍ଧୁ ହରିହର ସାହୁ)ପ୍ରଭୁ ନାରାୟଣ ଘେନ ପ୍ରଣତି ମୋହର ପ୍ରତିଦିନ ପ୍ରଭୁ ନାରାୟଣ ତୁମେ ମୋର ନାଥ ଅନାଥ ର ନାଥତୁମେ ଅଟେ ପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀ ଙ୍କ ଆରାଧ୍ୟ‌ ଠାକୁରଓଡ଼ିଆ ଙ୍କ ପ୍ରଭୁ ତୁମେ ନାଥ ପ୍ରଭୁ ନାରାୟଣ ଘେନ ପ୍ରଣତି ମୋହର ପ୍ରତିଦିନ ପ୍ରଭୁ ନାରାୟଣ।।ନୀଳାଚଳ ଧାମ ପୂଣ୍ୟ ଧାମ ବିଜେ କରିଅଛ ନାରାୟଣ ଲକ୍ଷ୍ମୀଙ୍କ ନାମରେ ଶ୍ରୀମନ୍ଦିର ଅଟେ ଭକତିମାନଙ୍କ ପୂଣ୍ୟ ଧାମ ପ୍ରଭୁ ନାରାୟଣ ଘେନ ପ୍ରଣତି ମୋହର ପ୍ରତିଦିନ ପ୍ରଭୁ ନାରାୟଣ।।ଜଗନ୍ନାଥଧାମ ନିଳାଚଳ ଭକତ ମାନଙ୍କ କୋଳାହଳ ମହାପ୍ରସାଦ କୁ ସେବନ କରନ୍ତି ଥାଏ ଯାହାର ପୂଣ୍ୟ ଫଳଆହେ ନାରାୟଣ ଘେନ ପ୍ରଣତି ମୋହର ପ୍ରତିଦିନ ପ୍ରଭୁ ନାରାୟଣ।।(ରାଜ୍ୟ, ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *