ଗୁଜୁରାଟ ଯିବେ ମୁଖ୍ୟମନ୍ତ୍ରୀ

ଗୁଜୁରାଟ ଯିବେ ମୁଖ୍ୟମନ୍ତ୍ରୀ । ଆଜି ଗୁଜୁରାଟ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..୩ ଦିନିଆ ଗୁଜୁରାଟ ଯିବେ ମୁଖ୍ୟମନ୍ତ୍ରୀ…..ଗୁଜୁରାଟର ୪ଟି ସହର ବୁଲିବେ ମୁଖ୍ୟମନ୍ତ୍ରୀ…..ବିଭିନ୍ନ ଉଦ୍ୟୋଗପତିଙ୍କ ସହିତ ରାଉଣ୍ଡଟେବୁଲ୍ ବୈଠକ କରିବେ….ପୁଞ୍ଜିନିବେଶ ପାଇଁ ଉଦ୍ୟୋଗୀଙ୍କୁ ଓଡ଼ିଶାକୁ କରିବେ ନିମନ୍ତ୍ରଣ…..

Leave a Reply

Your email address will not be published. Required fields are marked *