ରାଜ୍ୟପାଳଙ୍କୁ ବିଜୟଙ୍କ ଚିଠି ।

ରାଜ୍ୟପାଳଙ୍କୁ ବିଜୟଙ୍କ ଚିଠି ।ତାମିଲନାଡୁରେ ସରକାର ଗଠନ ନେଇ ବଢ଼ିଲା ତତ୍ପରତା……ରାଜ୍ୟପାଳଙ୍କୁ ଚିଠି ଲେଖିଲେ TVKର ମୁଖ୍ୟ ଥାଲାପତି ବିଜୟ…..ଦୁଇ ସପ୍ତାହ ଭିତରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ବିଜୟ……ଦିନ ୧୧ଟା ବେଳେ ବିଜୟୀ ବିଧାୟକଙ୍କୁ ଭେଟିବେ ଥାଲାପତି ବିଜୟ….ବିଜୟଙ୍କ ଘର ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା……

Leave a Reply

Your email address will not be published. Required fields are marked *