୭କୁ_ଘୁଞ୍ଚିଲା_DGP_ନିଯୁକ୍ତି_ଶୁଣାଣି

#୭କୁ_ଘୁଞ୍ଚିଲା_DGP_ନିଯୁକ୍ତି_ଶୁଣାଣି-ଓଡ଼ିଶା DGP ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା-ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ-ପିଟିସନର କାଲି ରିଜେଣ୍ଡର ଦାଖଲ କରିଛନ୍ତି କହିଲେ ଆଇନଜୀବୀ-ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଛନ୍ତି କହିଲେ-ଅନୁଧ୍ୟାନ ପାଇଁ ସମୟ ନେଲେ ସୁପ୍ରିମକୋର୍ଟ, ୭ରେ ହେବ ଶୁଣାଣି-ତେଣୁ ଆସନ୍ତା ୭ ପର୍ଯ୍ୟନ୍ତ UPSC କୌଣସି ନିଷ୍ପତ୍ତି ନେଇ ପାରିବନି-ମାତ୍ର ଶୁଣାଣି ବେଶୀଦିନ ଚାଲିବନି, ଏନେଇ ନିୟମ ରହିଛି-ଆଡହକ୍‌ ବ୍ୟବସ୍ଥାରେ ବେଶୀଦିନ କାମ ଚଳାଯିବନି ନିୟମ ଅଛି

Leave a Reply

Your email address will not be published. Required fields are marked *