୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ
📔୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ📔CPET ମାର୍କ ଆଧାରରେ ହେବ ନାମଲେଖା📔ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଚଏସ୍ ଲକିଂ କରିପାରିବେ📔ଅଗଷ୍ଟ ୭ରେ ପ୍ରଥମ ମେଧା ତାଲିକା ଏବଂ ଅଗଷ୍ଟ ୧୭ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ
