ପାରଳାଖେମୁଣ୍ଡି ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ
ପାରଳାଖେମୁଣ୍ଡି ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଖବର…..କୋର୍ଟରେ ଆତ୍ମସମର୍ପଣ କଲେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା…..ଜାମିନ ଆବେଦନ ଖାରଜ ହେବା ପରେ ପଠାଗଲା ଜେଲ୍…..
