ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଙ୍ଗ ଶାଖା, ନମ୍ବର, ୧ ବର୍ଷିକ ଉତ୍ସବ ଓ ସାଧାରଣ ବୈଠକ
ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଙ୍ଗ ଶାଖା, ନମ୍ବର, ୧ ବର୍ଷିକ ଉତ୍ସବ ଓ ସାଧାରଣ ବୈଠକ ବ୍ରହ୍ମପୁର ପ୍ରେମ ନଗର ରୋଟିରୀ ହୋଲ ଠାରେ ଅନୁଷ୍ଠିତ ହୋଈଯାଇଛି l ଏଥିରେ କ୍ଷତ୍ରୀୟ ଓ ବ୍ରହ୍ମପୁର ମଣ୍ଡଳର ଅନେକ ନେତୃଵୁନ୍ଦ ଯୋଗ ଦେଇଥିଲେ ଏହି ସଭାରେ କ୍ଷେତ୍ରୀୟ ଓ ବ୍ରହ୍ମପୁର ମଣ୍ଡଳର ଉପଦୁଷ୍ଟ ସଚିବ ଶ୍ରୀଯୁକ୍ତ ପ୍ରତାପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭି କର୍ତ୍ତାଙ୍କ ସମସ୍ୟ ଉପରେ ଦୁଷ୍ଟି ପାତ କରିଥିଲେ l ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ମଣ୍ଡଲର ଉପଦେଷ୍ଟା କମିଟିର ସଦସ୍ୟ ପ୍ରଫୁଲ୍ଲ କୁମାର ଦୋଳଇ, ଯୋଗଦେଇଥିଲେ l ବେକ୍ତବ୍ୟରେ କହିଥିଲେ l ଯେ ଆଗାମୀ ଦିନରେ ଏହି ସଙ୍ଗ କିଭଳୀ ଭାବେ ସୃଦୃତ ହୋଇପାରିବ ଏବଂ ସମସ୍ତ ଙ୍କ ଶେଖରେ ଲାଗିପାରିବ ଅଭିକର୍ତ୍ତା ମାନଙ୍କୁ ଆଗାମୀ ଦିନରେ ଓ ସୁରକ୍ଷା ଉପରେ ଦୁଷ୍ଟି ପାତ କରିଥିଲେ l ଅନ୍ୟତମ ଅତିଥି ଭାବେ (iob) ପରିଚାଳନା B. B ମିଶ୍ର ଯୋଗ ଦେଇଥିଲେ l ଏହି ବୈଠକ ରେ ବ୍ରହ୍ମପୁର ମଣ୍ଡଳର ସଂମ୍ପାଦିକ, ଶ୍ରୀଯୁକ୍ତ, ପ୍ରଶ୍ନନ କୁମାର ଚୌଧୁରୀ, ଶାଖା ସଭାପତି, N. ମିଟୁ ଡୋର, ଶାଖା ସଂମ୍ପାଦିକ K. ଦେବନ୍ଦ୍ର ପାତ୍ର, ଯୋଗଦେଇଥିଲି l ଶାଖାର ବରିଷ୍ଠ ଅଭିକର୍ତ୍ତା, ଶ୍ରୀଯୁକ୍ତ, ସୁଦର୍ଶନ ମିଶ୍ର, ଯୋଗ ଦେଇଥିଲେ l ଅନ୍ୟତମ ଅଭିକର୍ତ୍ତା ଓ ସଙ୍ଗ ଦିଗଦର୍ଶନ ଶ୍ରୀଯୁକ୍ତ, ନିଳକଣ୍ଟ ପଟ୍ଟନାୟକ, କହିଥିଲେ l

ଯେ ଅଭିକର୍ତ୍ତା ସଙ୍ଗ ଅଧିକରୁ ଅଧିକ ସୃଦୃଡ଼ ହୋଈ ସମସ୍ତ ଅଭିକର୍ତ୍ତାଙ୍କ ସେବାରେ ଲାଗିବ ବୋଲି କଥାଦେଇଥିଲେ ଉକ୍ତ ଜୀବନ ବୀମା ଅଭିକର୍ତ୍ତା ସଙ୍ଗ ସମସ୍ତ ବୋଳି ଏକ ଅଭିନବ ପ୍ରର୍ୟସ ଜାରି ରଖିଛି l ଅଭିକର୍ତ୍ତାଙ୍କ ପିଲାମାନଙ୍କୁ ଉତ୍ସହିତ କରିବା ପାଇଁ (+୨) ଯୁକ୍ତ ଦୁଇ (HSC )ମେଟ୍ରିକରେ ସର୍ବଧିକ 80 %ପିଲାମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଥିଲେ l ଅତିଥି ମାନେପିଲାଙ୍କୁ ଟ୍ରପିଂ ଓ ସାଟିଫିକେଟ ପ୍ରଧାନ କରାଯାଉଛି l ସେହି ଭଳି ଯେଉଁ ଅଭିକର୍ତ୍ତା ବେବ୍ୟସାୟ ଏକ ସହ ପଲିସି ଦେଇଥିବେ ଓ (M. D. R. T)ହୋଇଥିବ ସେ ମାନଙ୍କୁ ସଂମ୍ମାନିତ କରାଯାଉଛି( ଲେଟ,)ରମେଶ ଚନ୍ଦ୍ର ସୃତି ସ ମ୍ମା ନିତ N. ଶଙ୍କର ପ୍ରଧାନ, ନାରାୟଣ ପାଣିଗ୍ରାହୀ, ପାଇଛନ୍ତି l ଏହି ସଭାରେ ମଣ୍ଡଳର ପୁଲବାଣୀ, ଜୟପୁର, ଭଞ୍ଜନଗର (CAB ) ଶାଖା ନମ୍ବର ୨ଆସିକା, କୋରାପୁଟ, ନବରଙ୍ଗପୁର, ଛତ୍ରପୁର ଶାଖାର ସଦସ୍ୟ ମାନେ ଯୋଗ ଦେଇଥିଲେ ଶାଖା କୋଷାଧିକ ଶ୍ରୀମତି, ମଧୁ ମିତା ସାହୁ,ଶିବଶଙ୍କର, ରଶ୍ମିତା ପ୍ରଧାନ, ସିମାଞ୍ଚଳ ସାହୁ, ବିନୋଦ ବେହେରା, ଲଷ୍ମୀଧର ବିଶାଳ, ଅଭିକର୍ତ୍ତା ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ
