ଭଦ୍ରକ ଆଦର୍ଶ ଥାନା କୁ ମିଳିଛି ବଡ଼ ସଫଳତା ,୧୨ଟି ବାଇକ ସହ ଜଣେ ଗିରଫ

ଭଦ୍ରକରେ ବାଇକ୍ ଚୋରୀ ରାକେଟ ଠାବ । ଟାଉନ ପୋଲିସ ଦ୍ଵାରା ବିଭିନ୍ନ ସ୍ଥାନରୁ 12ଟି ବିଭିନ୍ନ ପ୍ରକାରର ବାଇକ ସହ ୧ ଜଣ ଚୋରକୁ ଧରିଲା ଟାଉନ ପୋଲିସ ।‌ ବାଇକ ଚୋର ରାହାଞ ଅଞ୍ଚଳ ର ଫକିରୁଦିନ ନାମକ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଧରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ

Leave a Reply

Your email address will not be published. Required fields are marked *