କୋରେଇ ର ସ୍ଵାଧୀନ ପ୍ରାର୍ଥୀ ମନୋଜ ପଣ୍ଡା (ମନୁ ମାଷ୍ଟ୍ରେ)

*ଚିନ୍ତା ଚେତନା ର ବାର୍ତ୍ତା ନେଇ କୋରେଇ ରେ ନୂତନ ଦିଗ ଦର୍ଶନ ଦେବା ଲକ୍ଷ ରେ ଆଗେଇ ଆସିଛନ୍ତି ସ୍ଵାଧୀନ ବିଧାୟକ ପ୍ରାଥୀ ମନୋଜ କୁମାର ପଣ୍ଡା l ମନୁ ମାଷ୍ଟ୍ରେ ଭାବରେ ପରିଚିତ ବ୍ୟକ୍ତି ସତ୍ୟ, ଅନୁଚିନ୍ତା ମାଧ୍ୟମରେ ଲୋକଙ୍କ ନିକଟତର ହେବାରେ ଲକ୍ଷ୍ୟ ରଖିଛନ୍ତି l କୋରାଇ ବାସୀଙ୍କ ସମସ୍ୟାକୁ ପ୍ରଶାସନ ଦ୍ବାରା ସମାଧାନ କରିବା ପାଇଁ ନିଷ୍ପତି ନେଇଛନ୍ତି l ଏଥି ପାଇଁ ସେ ଅନେକ ଗୁଡ଼ିଏ ନୀତିନିୟମ ବା ମୋହିମ୍ ଲେଖିଛନ୍ତି l ଯାହା ପ୍ରତେକ ଜନସାଧାରଣ ଙ୍କ ସମସ୍ୟା କୁ ସମାଧାନ କରିବ l ଯାହାକୁ ସେ ଖୁବ୍ ଶିଘ୍ର ଲୋକ ଲୋଚନ କୁ ଆଣିବେ ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *