ରଥଯାତ୍ରାକୁ_ୟୁନେସ୍କୋ_ତାଲିକାରେ_ସାମିଲ_ପାଇଁ_ଚିଠି
ରଥଯାତ୍ରାକୁ_ୟୁନେସ୍କୋ_ତାଲିକାରେ_ସାମିଲ_ପାଇଁ_ଚିଠି-ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଚିଠି-କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-ରଥଯାତ୍ରାକୁ ଇନଣ୍ଟାଜିବିଲ କଲଚୁରାଲ ହେରିଟେଜ ଅଫ୍ ହ୍ୟୁମାନିଟି ମାନ୍ୟତା ମିଳୁ-ଶ୍ରୀମନ୍ଦିର ପ୍ରଶାସନ ଏନେଇ ଦସ୍ତାବିଜ ଦାଖଲ କରିସାରିଛି: ମୁଖ୍ୟମନ୍ତ୍ରୀ-ୟୁନେସ୍କୋ ତାଲିକାରେ ସାମିଲ୍ ହେଲେ ବିଶ୍ବସ୍ତରୀୟ ମାନ୍ୟତା ମିଳିବ-ରଥଯାତ୍ରା ବିଶ୍ବ ଭାତୃତ୍ବ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦିଏ: ମୁଖ୍ୟମନ୍ତ୍ରୀ l
