ଲୁଟ୍ର_ମିଥ୍ୟାନାଟକ_କରି_ମ୍ୟାନେଜର_ଗିରଫ-
ଲୁଟ୍ର_ମିଥ୍ୟାନାଟକ_କରି_ମ୍ୟାନେଜର_ଗିରଫ-ପାଟଣାଗଡ଼ରେ ମିଥ୍ୟା ଲୁଟ୍ର ନାଟକ, ଘରୋଇ ଫାଇନାନ୍ସ ମ୍ୟାନେଜର ଗିରଫ-କାଲି ବନ୍ଧୁକ ଦେଖାଇ ଦୁର୍ବୃତ୍ତ ୧ ଲକ୍ଷ ୨୬ ହଜାର ଛଡ଼ାଇ ନେଇଥିବା କହିଥିଲେ-ଉଚ୍ଚ କର୍ତ୍ତୃପକ୍ଷ ଥାନାରେ ଏତଲା କରିବା ପରେ ଲୁଟ୍ ନାଟକର ପର୍ଦ୍ଦାଫାସ-ମ୍ୟାନେଜର ନିଜେ ଟଙ୍କା ଲୁଟି ଏହାକୁ ଲୁଟ୍ ନାଟକ ରଚିଥିବା ସ୍ପଷ୍ଟ ହେଲା
