ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର l
ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର l ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା CDMO ଅଫିସର ସେକ୍ସନ ଅଫିସର…….ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର ଅନିତ କୁମାର ଗୁରୁ…….GNM ଛାତ୍ରୀଙ୍କ ପ୍ରାକ୍ଟିକାଲ୍ ଟ୍ରେନିଂ ଆବେଦନ ପାଇଁ ନେଉଥିଲେ ଲାଞ୍ଚ…….୨,୫୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍……ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ……ନର୍ସିଂ ସ୍କୁଲ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ପଡ଼ିଥିଲା ଫାଶ……ଗିରଫ ଅଭିଯୁକ୍ତଙ୍କ ବାସଭବନ ସହ ୨ଟି ସ୍ଥାନରେ ଚଢ଼ାଉ ଜାରି…..
