ଦିନ ୧୧ଟାରୁ ୩ଟା ଜନଗଣନା ବନ୍ଦ l
ଦିନ ୧୧ଟାରୁ ୩ଟା ଜନଗଣନା ବନ୍ଦ l ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୧୧ଟାରୁ ୩ଟା ଜନଗଣନା ବନ୍ଦ…..୧୧ରୁ ୩ଟା ଜନଗଣନା ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ….ଜନଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଂ କରିବେ ଜିଲ୍ଲାପାଳ……ଅପରାଧୀ ଏବଂ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ…….ଜନଗଣନା ଅଧିକାରୀଙ୍କ ସହ ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ……
