ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ
#ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ_ଆସିବ SOP-ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ SOP-ଏନେଇ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଲେ ରାଜସ୍ବ ମନ୍ତ୍ରୀ-ଘର ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ- ସୁରେଶ ପୂଜାରୀ -ହିଟୱେଭ ଏକ ବଡ଼ ସମସ୍ୟା, କର୍ମଚାରୀ ଅସୁସ୍ଥ ହେବା ଖବର ଆସିଛି-ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ଖବର ଆସିଛି-ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ-ଯେଉଁଠି ଆକ୍ରମଣ ହୋଇଛି ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି-ଆକ୍ରମଣକାରୀ ପାତାଳରେ ଲୁଚିଲେ ବି ଖୋଜିକି ଆଣିବୁ- ରାଜସ୍ବ ମନ୍ତ୍ରୀ l
