ମୋଦି_ଆଧୁନିକ_ଭାରତର_ବିନ୍ଧାଣୀ

#ମୋଦି_ଆଧୁନିକ_ଭାରତର_ବିନ୍ଧାଣୀ- ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଧୁନିକ ଭାରତର ବିନ୍ଧାଣୀ କହିଲେ ମୁଖ୍ୟମନ୍ତ୍ରୀ-ଭୁବନେଶ୍ବରରେ ସେବା ସଂକଳ୍ପ ଅଭିଯାନରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ-ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି’-ମୋଦିଙ୍କ ୨୫ ବର୍ଷର ସେବା, ସଂକଳ୍ପ ପ୍ରେରଣାଦାୟକ- ମୁଖ୍ୟମନ୍ତ୍ରୀ-ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସଂପୂର୍ଣ୍ଣ ସମର୍ପିତ-ମୋଦିଙ୍କ ନେତୃତ୍ବରେ ଭୂ ରାଜନୈତିକ ଶକ୍ତି ଭାବେ ଭାରତ ଠିଆ

ହୋଇଛି-୨୦୧୪ ପୂର୍ବର ଭାରତ ଓ ଆଜିର ଭାରତ ମଧ୍ୟରେ ଆକାଶ ପାତାଳ ଫରକ ଅଛି-ଆର୍ଥିକ କ୍ଷେତ୍ରରେ ଆଗେଇଛୁ, ଆତ୍ମନିର୍ଭରଶୀଳ ହୋଇପାରିଛୁ-ମାନବ ସେବା ହିଁ ମାଧବ ସେବା ଏହା ଆମକୁ ଅନୁପ୍ରାଣିତ କରୁଛି-ଆଜିର ରକ୍ତଦାନ ଶିବିର କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ,ଏହା ମାନବ ସେବା-ରକ୍ତ ଅଭାବରୁ ଯେପରି କାହାରି ମୃତ୍ୟୁ ନ ହୁଏ ଆମ ସରକାର ଯତ୍ନବାନ l

Leave a Reply

Your email address will not be published. Required fields are marked *