TET ପାସ୍ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି
TET ପାସ୍ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି-TET ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ବଡ଼ ଖବର-TET କ୍ଲିୟର କରିବା ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି-୨୦୨୮ ଅଗଷ୍ଟ ୩୧ ସୁଦ୍ଧା TET କ୍ଲିୟର ନିର୍ଦ୍ଦେଶ-TET ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ ନିର୍ଦ୍ଦେଶ-ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ କରିଛନ୍ତି SC-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି
