ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ

ରଘୁନାଥପୁର:-ତା ୮:୫ମାନ୍ୟବର ନୂତନ ରାଜ୍ୟ ସଭାପତି ମହୋଦୟ, ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ, ରଘୁନାଥପୁର ବ୍ଲକ ର ସମସ୍ତ ସଦସ୍ୟଙ୍କ ତରଫରୁ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା। ଆପଣଙ୍କ ନେତୃତ୍ୱରେ ମାନବାଧିକାର ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି ହେଉ, ଏହା ହିଁ କାମନା।ଏଠାରେ ଉଲ୍ଲେଖ ଥାଉ କି ରଘୁନାଥପୁର ବ୍ଲକ ଅଞ୍ଚଳ ର ଜିଲ୍ଲା ମୁଖ୍ୟ ଉପାଦେଷ୍ଟା କଲ୍ୟାଣ ସେନ, ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଲେଙ୍କା, ରଘୁନାଥପୁର ବ୍ଲକ ସଭାପତି ଧନଞ୍ଜୟ ମଲିକ ଉପସଭାପତି ଅମୂଲ୍ୟ ଚନ୍ଦ୍ରକାନ୍ତ ମହାପାତ୍ର ଏବଂ ବିରିଡି ବ୍ଲକ୍ ସଭାପତି ଜିତେନ୍ ବେହେରା ଓଡ଼ିଶାରେ ନୂତନ ଭାବେ ହୋଇଥିବା ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦାସ ବାବୁଙ୍କ ର କାର୍ଯ୍ୟଦକ୍ଷତା ଓ ସାଧୁତା ଏବଂ କର୍ତ୍ତବ୍ୟ ନିଷ୍ଠା ଏହିପରି ଲାଗି ରହିଥାଉ ବୋଲି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *