ନୟାଗଡ଼_ବୈଷ୍ଣବ_ଦେବୀ_ମନ୍ଦିରରୁ_ଚୋରି

#ନୟାଗଡ଼_ବୈଷ୍ଣବ_ଦେବୀ_ମନ୍ଦିରରୁ_ଚୋରି-ନୟାଗଡ଼ରେ ଦ୍ୱିତୀୟ ବୈଷ୍ଣବ ଦେବୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ-ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ-କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା-ଲୁଟ୍‌ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ-ଘଟଣାସ୍ଥଳରେ ଶରଣକୁଳ ଥାନା ପୋଲିସର ତଦନ୍ତ

Leave a Reply

Your email address will not be published. Required fields are marked *