ଥାନା ପରିସରରେ ବୃକ୍ଷ ରୋପଣ

ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଥାନା ପରିସରରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ ପି ଅମରେନ୍ଦ୍ର ପଣ୍ଡା ,ଏସ୍ଡିପିଓ ରଶ୍ମି ରଞ୍ଜନ ସାହୁ ଯୋଗ ଦେଇ ବୃକ୍ଷ ହିଁ ଜୀବନ ଶୀର୍ଷକ ଉପରେ ଆଲୋଚନା କରିବା ସହିତ ଥାନା ପରିସରରେ ଆମ୍ବ,ପିଜୁଳି, ବଉଳ ଆଦି ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *