ଆଜି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସିଲେ ଦରଡା ପଞ୍ଚାୟତ ର ଅଧିବାସୀ

ଆଜି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସିଲେ ଦରଡା ପଞ୍ଚାୟତ ର ଅଧିବାସୀ।ଭଦ୍ରକ ବ୍ଲକ ଅନ୍ତର୍ଗତ ଦରଡା ଗ୍ରାମ ପଞ୍ଚାୟତର ସେକ ରମାକାନ୍ତ ନାମ ଙ୍କ ବ୍ୟକ୍ତି ଏଵଂ ତାଙ୍କ ପରିବାର ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଧାରଣା ରେ ବସିଛନ୍ତି। ତାଙ୍କ କହିବା ଅନୁସାରେ ଡିଲର ଚାଉଳ ଦେଉ ନାହିଁ। ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୈାଣସି ସମୀକ୍ଷା କରୁନାହାନ୍ତି। କଣ କହୁଛନ୍ତି ଶୁଣନ୍ତୁ।

Leave a Reply

Your email address will not be published. Required fields are marked *