ଡିଜିଟାଲ_ହୁଣ୍ଡିରେ_ମିଳିଛି_୫୬_ଲକ୍ଷରୁ_ଉର୍ଦ୍ଧ୍ବ_ଟଙ୍କା

#ଡିଜିଟାଲ_ହୁଣ୍ଡିରେ_ମିଳିଛି_୫୬_ଲକ୍ଷରୁ_ଉର୍ଦ୍ଧ୍ବ_ଟଙ୍କା-ଶ୍ରୀମନ୍ଦିର ଡିଜିଟାଲ ହୁଣ୍ଡିର ହେଲା ହିସାବ-ଡିଜିଟାଲ ହୁଣ୍ଡିରେ ମିଳିଛି ୫୬ଲକ୍ଷ ୭୦ହଜାର ୬୦୫ଟଙ୍କା-ଗତ ଅଢ଼େଇ ମାସରେ ଏହା ମିଳିଥିବା ମୁଖ୍ୟ ପ୍ରଶାସକଙ୍କ ସୂଚନା-ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଡିଜିଟାଲ ହୁଣ୍ଡି ଲୋକାର୍ପିତ ହୋଇଥିଲା-ଗତ ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା

Leave a Reply

Your email address will not be published. Required fields are marked *