ବୁଲଡୋଜର ଦ୍ବାରା ଖୋଳାଯାଇଥିବା ଏକ ରାସ୍ତାର ଫଟୋ ।
ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ବୋତଳମାଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଦବାରବାଟୀଗ୍ରାମରେ ମନେରଗାଯୋଜନାରେ ଜବକାର୍ଡଧାରୀଶ୍ରମିକ ପରିବର୍ତେ ବୁଲଡୋଜରଦ୍ବାରାଖୋଳାଯାଇଥିବା ଏକ ରାସ୍ତାର ଫଟୋ ।ଯେଉଁରାସ୍ତାକି ଅନ୍ୟବିଭାଗର ଅନ୍ୟଯୋଜନାରେନିର୍ମାଣ ନିମନ୍ତେ ଟେଣ୍ଡର ସରିଛି ।ବୋତଳମାଗ୍ରାମପଂଚାୟତ ଜିଆରଏସ ଶିଳ୍ପଲତା ଜେନା ଓ ବାଦବାରବାଟୀ ଗ୍ରାମର ଗାଁସାଥି(ମେଟ)ଶ୍ରୀ ନିବାସଚଂଦ୍ର ପରିଡା ବିନା ଜବକାର୍ଡଧାରୀଶ୍ରମିକରେ ତରବରିଆଭାବେ ଏଭଳିବେଆଇନକାମ କରି ଏଥିନିମନ୍ତେ ସରକାରକଂ ତରଫରୁ ମଂଜୁରହୋଇଥିବାସମସ୍ତ ୫ଲକ୍ଷଟଂକାକୁ ନିଜର ବ୍ୟକ୍ତିଗତ ସଂପର୍କଥିବା ପଂଚାୟତର ବିଭିନ୍ନ ଜବକାର୍ଡଧାରୀ ଶ୍ରମିକମାନକଂ ଜବକାର୍ଡ ମାଧ୍ୟମରେ ହଡପ କରିବାକୁ ଉଦ୍ୟମ ଚଳାଇଥିବା କେତେକ ଗ୍ରାମବାସୀ ନିଜରନାମ ଗୋପନରଖି ପ୍ରକାଶ କରିଛନ୍ତି ।ଏସଂପର୍କରେ କାମ ତଦାରଖ ଦାୟିତ୍ବରେଥିବାବିଭାଗୀୟ କନିଷ୍ଠଯନ୍ତ୍ରୀ ଆଦିତ୍ୟ ସିଂହକୁଂପଚାରିବାରୁ ବାଦବାରବାଟୀଗ୍ରାମରେମନେରଗାଯୋଜନାର ପରିବର୍ତେ ଜେସିବିମେସିନିରେ କାମ କରାଯାଇଥିବା କଥା ମୁଁଜାଣିନାହି ।ଯଦି ଜବକାର୍ଡଧାରୀ ଶ୍ରମିକପରିବର୍ତେ ଜେସିବିମେସିନିରେ କାମକରାଯାଇଥିବ ଏହାର ତଦନ୍ତ କରାଯାଇଏଥିରେ ସଂପୃକ୍ତଥିବା। ବିଭାଗୀୟକର୍ମକର୍ତାକଂବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାସହଉକ୍ତ ପ୍ରକଳ୍ପକୁ ବାତିଲ ତଥା ରଦ୍ଦ କରିଦିଆଯିବବୋଲି ସେ ତାକଂର ପ୍ରତିକ୍ରିୟାରେ ପ୍ରକାଶକରିଛନ୍ତି ।
