ପ୍ରଧାନମନ୍ତ୍ରୀ ତାମିଲନାଡୁର କନ୍ୟାକୁମାରୀ ଗସ୍ତରେ ଯିବେ
ପ୍ରଧାନମନ୍ତ୍ରୀ ଆଜି ତାମିଲନାଡୁର କନ୍ୟାକୁମାରୀ ଗସ୍ତରେ ଯିବେ….. ସେଠାରେ ପ୍ରଧାନମନ୍ତ୍ରୀ ନାଗରକୋଇଲିରେ ନିର୍ବାଚନ ଅଭିଯାନର ଅଂଶ ସ୍ୱରୂପ ଏକ ରୋଡ ଶୋ’ରେ ଯୋଗଦେବେ……ଏହି ରୋଡ ଶୋ’କୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି…..
