ଭଦ୍ରକ ନିର୍ବାଚନ ମଣ୍ଡଳୀ କୁ ଫେରିଲେ ପ୍ରଫୁଲ୍ଲ ସାମଲ

ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରୁ ଏଥର ନିର୍ବାଚନ ଲଢିବେ, ସେଠାକାର ବିଧାୟକ ତଥା ଭଦ୍ରକ ରାଜନୀତିର ପୀତାମହ ରାଜନୀତିର ଚାଣକ୍ୟ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭଦ୍ରକ ଆସନକୁ ଫେରିଛନ୍ତି ବିଜେଡିର ଟିକେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟିକେଟ ଘୋଷଣା ପରେ ଭଦ୍ରକ ରେ ହଟଚମଟ ସୃଷ୍ଟି ହୋଇଛି ଦଳରୁ ୪ ବିଧାୟକ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କରି ରିପିଟ କରିଛନ୍ତି, କିନ୍ତୁ ପ୍ରାର୍ଥୀ ଘୋଷଣା ରେ ଏପଟସେପଟ କରିଛନ୍ତି ଯାହାକି ଅନେକ ଛାମୁଆ ନେତା ଙ୍କୁ ଚକିତ କରିଛି, ବିଶେଷ କରି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଙ୍କୁ ଭଣ୍ଡାରୀପୋଖରୀ ଠେଲିଛନ୍ତି ,ସେଇଠୁ ୩ ଥର ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କୁ ଭଦ୍ରକ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢିବାକୁ ଆଜି ଟିକେଟ ମିଳିଛି, ଇଡି ର ରେଡ ସହିତ ତଦନ୍ତ ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ କିପରି ଟିକେଟ ଦେଇଛନ୍ତି ପ୍ରଫୁଲ୍ଲ ସାମଲ ଙ୍କୁ ତାହା ଲୋକ ଲୋଚନ କୁ ଆସିଛି ,

Leave a Reply

Your email address will not be published. Required fields are marked *