ସାମ୍ବାଦିକ ସମ୍ମିଳନୀ
ନିମାପଡା ସମାଜସେବୀ ରୋଜାଲିନ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ. ନିମାପଡାର ସମସ୍ୟାକୁ ସମାଧାନ କରିବା ରୋଜାଲିନଙ୍କ ମୁଳଲକ୍ଷ.ମୁଖ୍ୟତଃ ନିମାପଡା କୁ ସବ ଡିଭିଜନର ମାନ୍ୟତା ପ୍ରଦାନ ଚକବନ୍ଦୀ ସମସ୍ୟାର ସମାଧାନ ଉଛେଦ ଦୋକାନୀ ମାନଙ୍କ ଥଇଥାନ କରାଯିବା ୱାର୍ଡରେ ଥିବା ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଦାବୀ ରଖିବା ସହ ନିଜର ନନ୍ଦିଘୋଷ ଫାଉଣ୍ଡେସନ ଦ୍ୱାରା 15 ହଜାର ଲୋକଙ୍କ ପାଇଁ ଫ୍ରି ଆଇ ଚେକଅପ କରିବା ଲକ୍ଷ ରଖିଥିବା ରୋଜାଲିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିଏହାସହ ଏନସିର ଅଧ୍ୟକ୍ଷା ଅନସ୍ଥାରେ ବିଜୟ ଲାଭ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିମାପଡାବାସୀଙ୍କ ସହ ଅଛନ୍ତି ଆଗକୁ ମଧ୍ୟ ରହି ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ କାମ କରିବେ l
