ପାଠ୍ୟପୁସ୍ତକରେ_ତ୍ରୁଟି_ପ୍ରସଙ୍ଗରେ_ବର୍ଷିଲେ_ନବୀନ
#ପାଠ୍ୟପୁସ୍ତକରେ_ତ୍ରୁଟି_ପ୍ରସଙ୍ଗରେ_ବର୍ଷିଲେ_ନବୀନ-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ବିଟ୍-ବହିରେ ଭୁଲ ଖାମଖିଆଲି ମନୋଭାବକୁ ଦର୍ଶାଉଛି-ବିଜେପି ସରକାରର ଖାମଖିଆଲି ମନୋଭାବକୁ ଦର୍ଶାଉଛି-ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି-ଓଡ଼ିଆ ଅସ୍ମିତା’ର ନାରା ଦେଇ ଓଡ଼ିଆ ଭାଷାକୁ କଦର୍ଥ କରାଯାଇଛି
