ଜମିଜମା ସଂକ୍ରାନ୍ତିକୁ ନେଇ ମହିଳାଙ୍କୁ ଆକ୍ରମଣ
ଭଦ୍ରକ ଗ୍ରାମାଂଚଳ କେନ୍ଦୁଆପଦା ଫାଣ୍ଡି ଅଧିନସ୍ତ ଆମ୍ପୋର ଗ୍ରାମର ବିଷୟା ଯେନା ଙ୍କର ଜମି ମାପ ପାଇଁ କମିଶନର କୋର୍ଟ କରିଥଲେ ଯାହା କେଶ No – c s 153 of 2009 , IA No – 229 2009 ରେ ଡିମାର୍କସନ୍ ରୁଜୁ ହୋଇଛି । ମାପପାଇଁ ବିଶୟା ଯେନା କୋର୍ଟରେ ଟଙ୍କା ଡିପୋଜିଟ କରିଛନ୍ତି ତାପରେ ମିସ୍ ବିଶୟା ମାଡ଼ାମ୍ ପ୍ରାଇଭେଟ୍ ଅମିନ ଆଣି ମାପକରି ଗୁଣ୍ଡା ସାଜି ଅନ୍ୟ ପ୍ଲଟ ରେ ସିମେଣ୍ଟ ଖୁଣ୍ଟ ପକାଇ ଆବଦ୍ଧ କରିବାର ଦୃଷ୍ଟାନ୍ତ ଅଛି। ଉକ୍ତ ପ୍ଲଟ ରେ ଆଉ ମଧ୍ୟ ଏକ ବିରାଟକାୟ ଶିରିଷ ଗଛ କଟାଯାଇ ଅଛି। ବିଷୟା ଜେନା ତାର ଦୁଇ ପୁଅ ଦୁଇ ଜ୍ବାଇଁଙ୍କୁ କିଛି ଅନ୍ୟ ଗ୍ରାମର ଅସାମାଜିକ ଗୁଣ୍ଡା ଧରି ରାସଲୀଳା କରିବା ସଙ୍ଗେ ସଙ୍ଗେ ଗଣ୍ଡଗୋଳ କରି ଜେଲ୍ ଯିବାର ପ୍ରମାଣ ମଧ୍ୟ ଅଛି। ଏମାନେ ଗ୍ରାମର କିଛି ପରିବାରଙ୍କୁ ବହୁ ଅଶାନ୍ତମୟ ପରିସ୍ଥିତି ଭି ସୃଷ୍ଟି କରାଇଛନ୍ତି। ଏମାନଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ମଧ୍ୟ ଅଛି। ସତରେ କଣ ପ୍ରସାସନ ସଠିକ୍ ତଦନ୍ତ କରି ସୁନ୍ୟାୟ ପ୍ରଦାନ କରିବ କି ? କୋର୍ଟ ମାପ କରି ସଠିକ୍ ନିଷ୍ପତି ଦେଇଥାନ୍ତା ଏମାନେ ମନମୁଖୀ ପ୍ରାଇଭେଟ୍ ଅମୀନକୁ ଡାକି ମାପକରି ଗୁଣ୍ଡା ସାଜି ବାର୍ ବାର୍ ଅପ୍ରିତିକାର ଘଟଣା ଘଟାଉଛନ୍ତି। ଏମାନେ କ୍ରାଇମ୍ କରି ପ୍ରଶାସନ ଆଗରେ ସତୀ ସାବିତ୍ରୀ ସାଜିଛନ୍ତି। ଏମାନେ ଅଭିନୟ ଜଗତରେ ବାଦ୍ଶାହା ।ଏମାନଙ୍କ ବିରୁଦ୍ଧରେ ସଠିକ୍ ତଦନ୍ତ ଯିବ କି ଗୁଣ୍ଡା ମାନଙ୍କୁ ଉଚିତ୍ ଦଣ୍ଡ ମିଳିବ କି? ଗ୍ରାମ ବାସୀଙ୍କୁ ଶୃଙ୍ଖଳା ମିଳିବ କି ? ଦେଖନ୍ତୁ ମନମୁଖି ମାପ କରି ସିମେଣ୍ଟ ଖୁଣ୍ଟ ପକାଉଥିବା ବେଳେ ମହିଳା ମାନେ ବିରୁଦ୍ଧ କରିବାରୁ ମହିଳା ଙ୍କୁ କିଭଳି ମାଡ଼ ଦେଇ ମେଡିକାଲ ରେ ପକାଇଛନ୍ତି। ଆସନ୍ତୁ ଶୁଣିବା କ୍ଷତିଗ୍ରସ୍ତ ହୋଇଥିବା ମହିଳା ମାନେ କଣ କହୁଛନ୍ତି
