ଗଣତନ୍ତ୍ର_ପାଇଁ_ରାହୁଲ_ବଡ଼_ବିପଦ

#ଗଣତନ୍ତ୍ର_ପାଇଁ_ରାହୁଲ_ବଡ଼_ବିପଦ- ସୁଧାଂଶୁ
-ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ.ସୁଧାଂଶୁ ଦ୍ବିବେଦୀଙ୍କ ପ୍ରେସମିଟ୍‌
-କଂଗ୍ରେସ ଓ ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ
-ଭାରତ ଆର୍ଥିକ ଦୃଷ୍ଟିରେ ଦ୍ରୁତଗତିରେ ଆଗକୁ ବଢୁଛି, ବିଶ୍ବବ୍ୟାଙ୍କ ବି ପ୍ରଶଂସା କରିଛି
-କିନ୍ତୁ ଦୁର୍ଭାଗ୍ୟର ବିଷୟ ବିରୋଧୀଙ୍କୁ ଏହା ଭଲ ଲାଗୁନି
-ଦେଶବାସୀଙ୍କୁ ଭୁଲ୍ ବାଟ ଦେଖାଉଛି କଂଗ୍ରେସ
-ବର୍ତ୍ତମାନ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ରାହୁଲ ଗାନ୍ଧି
-ଅରାଜକତା ସୃଷ୍ଟି ପାଇଁ ମିଛ ପ୍ରଚାରରେ ଲାଗି ପଡ଼ିଛନ୍ତି ରାହୁଲ
-୨୫ ବର୍ଷରୁ ଊର୍ଦ୍ଧ୍ବ ହେବ କଂଗ୍ରେସ ଓଡ଼ିଶାରେ ନାହିଁ
-୧୯୯୫ରୁ ଗୁଜରାଟରେ, ୯୦ରୁ ୟୁପିରେ ୭୭ରୁ ପଶ୍ଚିମବଙ୍ଗରେ ନାହିଁ

Leave a Reply

Your email address will not be published. Required fields are marked *