୭_ଜିଲ୍ଲା_ଉପରେ_ସ୍ବତନ୍ତ୍ର_ନଜର_କହିଲେ_ରାଜସ୍ବ

#୭_ଜିଲ୍ଲା_ଉପରେ_ସ୍ବତନ୍ତ୍ର_ନଜର_କହିଲେ_ରାଜସ୍ବ ମନ୍ତ୍ରୀ-ବାତ୍ୟା ମୁରାସୁ ପାଇଁ ସରକାର ପ୍ରସ୍ତୁତ କହିଲେ ରାଜସ୍ବ ମନ୍ତ୍ରୀ-SRCଙ୍କ ସହ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା-ମୁରାସୁ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲା ପ୍ରଭାବିତ ହେବ-ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳରେ ବର୍ଷା ହେବ-ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ପ୍ରଭାବିତ ହେବ-ସମୁଦ୍ର ତଟବର୍ତ୍ତୀ ଜିଲ୍ଳା ଗୁଡିକରେ ପ୍ରବଳ ବର୍ଷା ହେବ-ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କୁ ପୁଣି ଥରେ ଅଣାଯିବ-ଅର୍ଣ୍ଣବ ବେଳେ ୧ ଲକ୍ଷ ୮୦ ହଜାର ୯୨୦ ଜଣ ଲୋକ ଆଶ୍ରୟ ନେଇଥିଲେ-ବିଦ୍ୟୁତୀକରଣ ବ୍ୟବସ୍ଥାକୁ ପୁନଃବ୍ୟବସ୍ଥିତ କରାଯାଇଛି-ପ୍ରଭାବିତ ୮ ଜିଲ୍ଲା ମଧ୍ୟରୁ ୪ରେ ଶତପ୍ରତିଶତ କାର୍ଯ୍ୟ ସମାପ l

Leave a Reply

Your email address will not be published. Required fields are marked *