ରଡ୍‌_ଓ_ସିମେଣ୍ଟ_ଦର_ନିର୍ଦ୍ଧାରଣ_ପାଇଁ_SOP

ରଡ୍‌_ଓ_ସିମେଣ୍ଟ_ଦର_ନିର୍ଦ୍ଧାରଣ_ପାଇଁ_SOP-ଆଉ ଘର ନିର୍ମାତାଙ୍କୁ ଲୁଟି ପାରିବେନି ଲୁହା ରଡ୍‌ ଓ ସିମେଣ୍ଟ ଦୋକାନୀ-ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣରେ ଆଉ ଚଳିବନି ଦେକାନୀଙ୍କ ମନମାନି-ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣକୁ ନେଇ ଲାଗୁ ହେବ ଏକକ ବ୍ୟବସ୍ଥା -ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଆଣିଛନ୍ତି ନୂଆ SOP-SOP ଅନୁଯାୟୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହେବ କମିଟି-ଏହି କମିଟି ପ୍ରତି ୩ ମାସରେ ସିମେଣ୍ଟ ଓ ଷ୍ଟିଲ୍ ଦର ଚୂଡ଼ାନ୍ତ କରିବ l

Leave a Reply

Your email address will not be published. Required fields are marked *