SIT_ତଦନ୍ତରୁ_ବଡ଼_ଖୁଲାସା
SIT_ତଦନ୍ତରୁ_ବଡ଼_ଖୁଲାସା-ଶ୍ରୀରାମମନ୍ଦିର ଦାନ ଗଣତି ଗୃହରୁ ମହାଘୋଟଲା ପ୍ରକାଶ କଲା SIT-SIT ସୁପାରିଶ କ୍ରମେ ୬ କର୍ମଚାରୀ ଗିରଫ-ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ଓ ତଦାରଖ କରୁଥିବା ଅଧିକାରୀଙ୍କ ଅବହେଳାରୁ ଚୋରି-ଟଙ୍କା ଗଣତି କର୍ମଚାରୀ ଚୋରି କରୁଥିବା ୭୦ଟି ଭିଡିଓ ସିସିଟିଭିରେ ରେକର୍ଡ-ଟଙ୍କା ଗଣତି କର୍ମଚାରୀ ଚୋରି କରୁଥିବା ୭୦ଟି ଭିଡିଓ ସିସିଟିଭିରେ ରେକର୍ଡ-ପୋଷାକ, ପକେଟ ଓ ଜୋତା ଭିତରେ ଟଙ୍କା ନେଇଥିବାର ବିଡ଼ିଓ କଏଦ-ଦାୟୀ ଥିବା ଉଚ୍ଚ ପଦାଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜୋରଦାର-ଏହା ଏକ ସଂଗଠିତ ଢ଼ଙ୍ଗରେ ଦୀର୍ଘ ଦିନ ଧରି ଚାଲିଥିବା ଲୁଟ : SIT
