ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନିନ୍ଦା
ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନିନ୍ଦା। ଦଳିତ ଓ ଆଦିବାସୀ ଅଭିଯୁକ୍ତଙ୍କୁ ଥାନା ସଫା କରିବା ନିର୍ଦ୍ଦେଶ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଏବଂ ରାୟଗଡ଼ାର କେତେକ କୋର୍ଟଙ୍କ ରାୟକୁ ନିନ୍ଦା…… ଥାନା ସଫା ନେଇ ଜାମିନ ସର୍ତ୍ତାବଳୀ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟଙ୍କ ନିନ୍ଦା…….ଓଡ଼ିଶା ନ୍ୟାୟପାଳିକାଙ୍କ ନିର୍ଦ୍ଦେଶାବଳୀ ଅତ୍ୟନ୍ତ ଘୃଣ୍ୟ କହିଲେ ସୁପ୍ରିମକୋର୍ଟ…….ଏହା ନ୍ୟାୟପାଳିକାଙ୍କ ଦ୍ବାରା ଜାତିଗତ ପକ୍ଷପାତକୁ ପ୍ରତିଫଳିତ କରୁଛି……ଦଳିତ-ଆଦିବାସୀ ଅଭିଯୁକ୍ତଙ୍କୁ ଥାନା ସଫା କରିବା ନିର୍ଦ୍ଦେଶ ନିଷ୍ଠୁରତା…….ଏଭଳି ନିର୍ଦ୍ଦେଶନାମା ଉପନିବେଶବାଦୀ ମାନସିକତା: ସୁପ୍ରିମକୋର୍ଟମେ’ ୨୦୨୫ରୁ ଜାନୁଆରି ୨୦୨୬ ଯାଏଁ ୮ଟି ରାୟ ପ୍ରକାଶ ପାଇଛି…….୭ଟି ରାୟ ରାୟଗଡ଼ାର ବିଭିନ୍ନ କୋର୍ଟ ଓ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଛି……
