ବେଆଇନ ବାଲି ଉତୋଳନ ବେଳେ ପୋଲିସର ଅଚାନକ ଚଡାଉ
ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବୁଡିକୁଦ ବାଲି ଘାଟରୁ ଦିନ ରାତି ପ୍ରଶାସନ କୁ ବେଖାତିର କରି ବାଲି ମାଫିଆ ମାନେ ବାଲି ନେଉଥିବାବେଳେ ଆନନ୍ଦପୁର ପୋଲିସର ଅଚାନକ ଚଡ଼ଉରେ ବାଲି ମାଫିଆଙ୍କ ନିଦ ହଜିଥିବାବେଳେ ୫ଟି ଟ୍ରାକଟର କୁ ଜବଦ କରିବା ସହ ୪ଜଣ ଗାଡି ଚାଳକଙ୍କୁ ଆନନ୍ଦପୁର ଥାନାକୁ ଆଣିଥିବାବେଳେ ସେମାନଙ୍କୁ ଫରୱାଡ କରିଥିବାର ସୂଚନା ମିଳିଛି l ଏହି ଚଡାଉ ସମୟରେ ବଡ଼ ବଡ଼ ବାଲି ମାଫିଆ ଖସିଯାଇଥିବାର ଜଣାପଡିଛି l
