ଉଦଳା କଂଗ୍ରେସ ତରଫରୁ ଡ଼କ୍ଟର ଆମ୍ବେଦକର ଙ୍କର ଜନ୍ମ ଜୟନ୍ତୀ ପାଳନ

୧୪/୪- ଉଦଳା କଂଗ୍ରେସ, ପି. ସି. ସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦେଶରେ ଓ ମୟୁରଭଞ୍ଜ ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଙ୍କ ଆହ୍ୱାନ କ୍ରମେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ସାଙ୍ଗେ ସାଙ୍ଗେ ଭାରତ ରତ୍ନ ଆମ୍ବେଦଙ୍କ ଙ୍କର ସ୍ମୃତି ଚରଣ କରିଥିଲେ ଜିଲ୍ଲା ଉପ ସଭାପତି ନାରାୟଣ ପଟ୍ଟନାୟକ ଡାକ୍ତର ଆମ୍ବେଦକର ଙ୍କର ନିଷ୍ଠା ଓ ତ୍ୟାଗ ଦେଶ ଗଠନ ରେ କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି ତାହା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ବିଜେପି ସରକାର ସମୟରେ ସମ୍ବିଧାନ କିପରି ଅସୁରକ୍ଷିତ ତାହା ବ୍ୟାଖ୍ୟା କରିଥିଲେ ଅନ୍ୟ ମାନଙ୍କ ମଧ୍ୟ ରେ ପୂର୍ବତନ ବିଧାୟକ ପ୍ରାର୍ଥ ତଥା ଆଦିବାସୀ କଂଗ୍ରେସ ର ରାଜ୍ୟ ସମ୍ପାଦକ ଦୁଖୀ ଶ୍ୟାମ ମୁର୍ମୁ, ପଣ୍ଡିତ ଚକ୍ରଧର ଦଳେଇ, ବୀଣାକାର ସାହୁ, ଶରତ ଚନ୍ଦ୍ର ମାର୍ଣ୍ଡି, ବିନୋଦ

ଘୋଡେଇ,ଜିଲ୍ଲା ସାଧାରଣ ସମ୍ପାଦକ ନଲିନି ପଟ୍ଟନାୟକ ବାବା ସାହେବ ଙ୍କର ସ୍ମୃତି ଆଚରଣ କରିଥିଲେ l ପୂର୍ବତନ ଟାଉନ ସଭାପତି ସଂଜୀବ କୁମାର ମହାନ୍ତି, ନବ ନିଯୁକ୍ତ ଟାଉନ ସଭାପତି ମୌକ୍ଷ ନାରାୟଣ ଦାସ ବ୍ଲକ ସଭାପତି ସେକ କଲମୁଦ୍ଦିନ ଜିଲ୍ଲା ସମ୍ପାଦକ ଯୋଗେନ୍ଦ୍ର ବର୍ଷାଳିଆ, ପ୍ରଲ୍ଲାଦ ବେହେରା, ତାପସ ନାୟକ, କିସାନ କଂଗ୍ରେସ ର ପ୍ରତିନିଧି ଗଣ ଓ ଅନ୍ୟ ମାନେ ଉପସ୍ଥିସ ରହି ଜନ୍ମ ଜୟନ୍ତୀ ଉତ୍ସବ କୁ, ସମ୍ବିଧାନ ପ୍ରଣେତା ଡ଼କ୍ଟର ଆମ୍ବେଦଙ୍କର (ଆମର ରହେ)ଇତ୍ୟାଦି ସ୍ଲୋଗାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *