ଆତଙ୍କବାଦ_ବନ୍ଦ_ନହେବା_ଯାଏ_ପାକିସ୍ତାନକୁ_ପାଣି_ବନ୍ଦ
ଆତଙ୍କବାଦ_ବନ୍ଦ_ନହେବା_ଯାଏ_ପାକିସ୍ତାନକୁ_ପାଣି_ବନ୍ଦ- ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ବଡ଼ ଅପଡେଟ୍- ପାକିସ୍ତାନର ଯୁଦ୍ଧ ଧମକରେ ଜବାବ୍ ରଖିଲା ଭାରତ- ଆତଙ୍କବାଦ ବନ୍ଦ ନହେବା ଯାଏ ଚୁକ୍ତି ସ୍ଥଗିତ ରହିବ- ସୂଚନା ଦେଲେ ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟଶ୍ବାଲ- ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ଯୋଗୁ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବା କହିଲେ l
