ଶୋଇ_ଶୋଇ_ଜିତିଲେ_୯ଲକ୍ଷ_୬ହଜାର_ଟଙ୍କା

#ଶୋଇ_ଶୋଇ_ଜିତିଲେ_୯ଲକ୍ଷ_୬ହଜାର_ଟଙ୍କା
-୬୦ ଦିନ ଯାଏ ଶୋଇରହିବା ପାଇଁ ତାଙ୍କୁ ମିଳିଲା ୯.୬ଲକ୍ଷ ଟଙ୍କାର ପୁରଷ୍କାର
-ମୁମ୍ୱାଇର ଜିନିୟା ଚାଟାର୍ଜୀ ଓ୍ୱେକଫିଟ୍ ୬୦ ଦିନର ସ୍ଲିପ୍ ଇଣ୍ଟର୍ନସିପ ଜିତିଛନ୍ତି
-ଏହି ନିଆରା ଇଣ୍ଟରର୍ନସିପରେ ପ୍ରତିଯୋଗୀଙ୍କୁ ଭଲ ନିଦ ସହ ଅନେକ ମଜାଦାର ଚ୍ୟାଲେଞ୍ଜ ପୁରା କରିବାକୁ ଥିଲା
-ଦୁଇ ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୦ ଜଣ ଭାଗ ନେଇଥିଲେ
-ପୁରା ଦେଶରେ ପ୍ରତିଯୋଗିତାରେ ଭାଗ ନେବାକୁ ୨ଲକ୍ଷ ଆବେଦନକାରୀ ଥିଲେ

Leave a Reply

Your email address will not be published. Required fields are marked *