MBPYରେ_୫_ଲକ୍ଷ_ନୂଆ_ହିତାଧିକାରୀ-ମଧୁବାବୁ ପେନସନ୍‌

#MBPYରେ_୫_ଲକ୍ଷ_ନୂଆ_ହିତାଧିକାରୀ-ମଧୁବାବୁ ପେନସନ୍‌ ଯୋଜନାରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ-ରାଜ୍ୟର ୫ ଲକ୍ଷ ୫୮୧୭ ଜଣଙ୍କୁ ମିଳିବ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା-ଚଳିତ ବର୍ଷ ଅକ୍ଟୋବରରୁ ମିଳିବ ଭତ୍ତା-ନଭେମ୍ବର ୧୦ରେ ବାଲେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ-ଏଣିକି ଆବେଦନର ପର ମାସରୁ ମିଳିବ ପେନସନ୍-BDO କାର୍ଯ୍ୟାଳୟ କିମ୍ବା ଅନଲାଇନ୍‌ର କରିହେବ ଆବେଦନ-୮୦ ବର୍ଷ ହେଲେ ଆପେଆପେ ବୃଦ୍ଧି ପାଇବ ଭତ୍ତା-ବର୍ଦ୍ଧିତ ଭତ୍ତା ପାଇଁ ଆଉ କରିବାକୁ ପଡ଼ିବନି ଆବେଦନ

Leave a Reply

Your email address will not be published. Required fields are marked *