ଗୋପବନ୍ଧୁ_ସ୍ୱାସ୍ଥ୍ୟ_ବୀମା_ପାଇଁ CMଙ୍କୁ କାଡ଼ାମଙ୍କ_ଚିଠି

ଗୋପବନ୍ଧୁ_ସ୍ୱାସ୍ଥ୍ୟ_ବୀମା_ପାଇଁ_CMଙ୍କୁ_କାଡ଼ାମଙ୍କ_ଚିଠି-ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଓ ଆୟୁଷ୍ମାନ ଯୋଜନା ମିଶିବା ପ୍ରସଙ୍ଗ-CMଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ-ଅନେକ ସାମ୍ବାଦିକ ନିଜ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି-ଗଣମାଧ୍ୟମ ସରକାର ଓ ସାଧାରଣ ଲୋକଙ୍କ ଭିତରେ ଏକ ବ୍ରିଜ୍‌ ସଦୃଶ-ପୂର୍ବ ଭଳି ସ୍ୱତନ୍ତ୍ର ଭାବେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରାଯାଉ l

Leave a Reply

Your email address will not be published. Required fields are marked *