ରତନ ପୁର ରେ ଗ୍ରାମ ବାସୀ ବାସୀ ମାନେ ରାସ୍ତା ଅବରୋଧ
ରତନ ପୁର ରେ ଗ୍ରାମ ବାସୀ ବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି ଆଜିକୁ ପ୍ରାୟ ୧୫ ଦିନ ହେଲା ପାଣି ଆସୁନି ବୋଲି ରତନପୁର ଗ୍ରାମ ବାସୀ ଜାତିୟରାଜ ଅବରୋଧ କରିଛନ୍ତି ଯାତାୟତରେ ଯାତ୍ରୀ ମାନେ ନାଇନଥିବା ଅସୁବିଧା ହେଇଛନ୍ତି ରତନ ପୁର ଗ୍ରାମ ବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି army ଗାଡ଼ି କୁ ମଧ୍ୟ୍ୟ ଛାଡି ନାହାନ୍ତି ଆମର ସମସ୍ୟା ର ସମାଧାନ ନୋ ହେଲା ପଯ୍ୟନ୍ତ ରାସ୍ତା ରୋକ କରିବୁ
