ମହିଳା ହାବିଲଦାରଙ୍କୁ ନିର୍ଯାତନା

ମହିଳା ହାବିଲଦାରଙ୍କୁ ନିର୍ଯାତନା:RIଙ୍କ ବଦଳି -ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ-ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରିଙ୍କ ବଦଳି ହୋଇଥିବା ସୂଚନା-ଅନୁଗୁଳରୁ କଳାହାଣ୍ଡିକୁ ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି ସୂଚନା-RI ଓ ରାଇଟରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହାବିଲଦାର-ନ୍ୟାୟ ନ ମିଳିବାରୁ ଅନୁଗୁଳ ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ

Leave a Reply

Your email address will not be published. Required fields are marked *