ଓଡ଼ିଶା ମାଓମୁକ୍ତ ଝାଡ଼ଖଣ୍ଡରେ କିଛି ଅଛନ୍ତି

ଓଡ଼ିଶା ମାଓମୁକ୍ତ ଝାଡ଼ଖଣ୍ଡରେ କିଛି ଅଛନ୍ତି : ଡିଜିପି-ଓଡ଼ିଶା ମାଓମୁକ୍ତ ହୋଇଥିବା ପୁଣି ଦୋହରାଇଲେ ଡିଜିପି-ରାଉରକେଲାରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ପ୍ରତିକ୍ରିୟା-ଓଡ଼ିଶା ମାଓମୁକ୍ତ,ପଡ଼ୋଶୀ ଝାଡ଼ଖଣ୍ଡରେ କିଛି ମାଓବାଦୀ ରହିଛନ୍ତି-ସେମାନେ ଏବେ ସରଣ୍ଡା ଜଙ୍ଗଲରେ ସକ୍ରିୟ ଅଛନ୍ତି-ଡିଜିପି-ତେଣୁ ପୋଲିସ ଏବେ ସେମାନଙ୍କ ଉପରେ ନଜର ରଖିଛନ୍ତି

Leave a Reply

Your email address will not be published. Required fields are marked *