ଜୁନ୍ ୧୫ରୁ ନୋଏଡ଼ାରୁ ଉଡ଼ିବ କମର୍ସିଆଲ୍ ବିମାନ
ଜୁନ୍ ୧୫ରୁ ନୋଏଡ଼ାରୁ ଉଡ଼ିବ କମର୍ସିଆଲ୍ ବିମାନ-ଜୁନ୍ ୧୫ ତାରିଖରୁ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ିବ ବିମାନ-କମର୍ସିଆଲ୍ ବିମାନ ଉଡ଼ିବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା-ବିମାନ ବନ୍ଦରର ଗୋଟିଏ ରନ୍ୱେ ଓ ଯାତ୍ରୀ ଟର୍ମିନାଲ୍ ପ୍ରସ୍ତୁତ ଅଛି-ବିମାନ ବନ୍ଦରର ବାର୍ଷିକ କ୍ଷମତା ୧ କୋଟି ୨୦ ଲକ୍ଷ ଯାତ୍ରୀ
