TMC ବିଧାୟକ ଦଳ ବୈଠକରେ ଗର୍ଜିଲେ ପରାଜିତ ମମତା ବାନାର୍ଜୀ

ବହିଷ୍କାର କରନ୍ତୁ, ଇସ୍ତଫା ଦେବିନି: ମମତା-TMC ବିଧାୟକ ଦଳ ବୈଠକରେ ଗର୍ଜିଲେ ପରାଜିତ ମମତା ବାନାର୍ଜୀ-ଯେଉଁମାନେ ହାରିଛନ୍ତି, ସେମାନଙ୍କୁ ବଳପୂର୍ବକ ହରାଇ ଦିଆଯାଇଛି-ମୁଁ ହାରିନି,ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ-ବେଙ୍ଗଲ ପୋଲିସ, CRPF, ବିଜେପି ପ୍ରଭାବିତ CEO, ECIଙ୍କୁ ନିନ୍ଦା କରୁଛି-୧୫ ଶହ ପାର୍ଟି ଅଫିସରଙ୍କୁ ହାଇଯାକ୍‌ କରି ନିଆଯାଇଛି-ମୋତେ ଠେଲିପେଲି ଫୋପାଡ଼ିଦେଲେ,ଛାତି ଯନ୍ତ୍ରଣା ହେଉଛି-ଏହା ନିର୍ବାଚନ ନ ଥିଲା, କ୍ରୁରତା ଥିଲା କହିଲେ ମମତା-ବିଧାନସଭାର ପ୍ରଥମ ଦିନ କଳା ପୋଷାକ ପିନ୍ଧିକରି ଯାଆନ୍ତୁ-ଯେଉଁମାନେ ନ ପିନ୍ଧିବେ ଦଳରୁ ବାହାର କରିଦେବି କହିଲେ

Leave a Reply

Your email address will not be published. Required fields are marked *