ଭାଲୁ ଆକ୍ରମଣରେ ମହିଳା ଗୁରୁତର
ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଉଦଳାରେ ଗାଁରେ ପଶିଲା ଭାଲୁ, ମହିଳାଙ୍କୁ କଲା ଲହୁଲୁହାଣ…..ମହିଳାଙ୍କ ବାମ ଆଖିରେ ଗଭୀର କ୍ଷତ, ମେଡିକାଲରେ ଭର୍ତ୍ତି…..ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଭାଲୁ ଆକ୍ରମଣ……ଭାଲୁକୁ କାବୁ କରିବା ପାଇଁ ବନ ବିଭାଗର ଉଦ୍ୟମ,ଲୋକେ ଆତଙ୍କିତ…..
