ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ
ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ । କିଛି ଦିନର ବ୍ୟବଧାନ ପରେ ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ……ଓଡ଼ିଶା ମାଟିରେ ଜନଗଣନା ଆରମ୍ଭ କଲେ ଆନ୍ଧ୍ର ଅଧିକାରୀ……କୋଟିଆ ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ପ୍ରଶାସନର ଜନଗଣନା କାର୍ଯ୍ୟକ୍ରମ……କୋଟିଆର ତଳସେମ୍ବି,ଉପରସେମ୍ବି ଓ ଫାଟୁସିନେରୀ ଅଞ୍ଚଳରେ ଜନଗଣନା…
