ବରଯାତ୍ରୀ ଗାଡ଼ି ଦୁର୍ଘଟଣା
ବରଯାତ୍ରୀ ଗାଡ଼ି ଦୁର୍ଘଟଣା । ଗ୍ରସ୍ତଆଠମଲ୍ଲିକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ,ଡ୍ରାଇଭର ସହ ୨ ଗୁରୁତର……ବିବାହ ସାରି ଘରକୁ ଫେରୁଥିବା ବେଳେ ବୋଲେରୋ-ଟ୍ରାକ୍ଟର ଧକ୍କା….ରେଢ଼ାଖୋଲ ବୌଦ୍ଧ ରାସ୍ତା NH-୧୫୩ କିଆକଟାଠାରେ ଦୁର୍ଘଟଣା…..ବୋଲେରୋରେ ଥିବା ଅନ୍ୟ ୩ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି…..
