TMC ଗୁଣ୍ଡାଙ୍କ କାପୁରୁଷ କାଣ୍ଡ

TMC ଗୁଣ୍ଡାଙ୍କ କାପୁରୁଷ କାଣ୍ଡ ।ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ହତ୍ୟା ନେଇ ଧର୍ମେନ୍ଦ୍ରଙ୍କ କଡା ନିନ୍ଦା ……TMC ଦ୍ୱାରା ଚାଲିଥିବା ରକ୍ତାକ୍ତ ରାଜନୈତିକ ସଂସ୍କୃତିର ପୁଣି ଭୟଙ୍କର ଚିତ୍ର…….TMCର ଭୟ ଓ ଧମକପୂର୍ଣ୍ଣ ରାଜନୀତି ଆଗରେ ମୁଣ୍ଡ ନୁଆଇଁନଥିବାରୁ ଟାର୍ଗେଟ୍……ଏହା TMCର ଏକ ଯୋଜନାବଦ୍ଧ ଆତଙ୍କରାଜ କହିଲେ କେନ୍ଦ୍ରମନ୍ତ୍ରୀ…..କର୍ତ୍ତୃତ୍ୱକୁ ବଞ୍ଚାଇବାକୁ ଧମକ,ବର୍ବରତା ଓ ରାଜନୈତିକ ରକ୍ତପାତର ସାହାରା……ଗଣତନ୍ତ୍ର ଉପରେ ଏକ ସିଧାସଳଖ ଆକ୍ରମଣ: କେନ୍ଦ୍ରମନ୍ତ୍ରୀଗଣତନ୍ତ୍ରରେ ହିଂସା ଓ ପ୍ରତିଶୋଧର ସ୍ଥାନ ନାହିଁ…ରକ୍ତପାତ ଆଧାରିତ ରାଜନୀତିକୁ ଆଉ ସହିବେନି ପଶ୍ଚିମବଙ୍ଗବାସୀ…

Leave a Reply

Your email address will not be published. Required fields are marked *