ବିହାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ
ବିହାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ- ପାଟନାରେ ସଂପ୍ରସାରଣ ହେଲା ବିହାର ମନ୍ତ୍ରିମଣ୍ଡଳ – ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ NDA ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ- ପାଟନାର ଐତିହାସିକ ଗାନ୍ଧି ମୈଦାନରେ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଥିଲେ ଉପସ୍ଥିତ – ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମନ୍ତ୍ରୀ ଭାବେ ନେଲେ ଶପଥ- ମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରବଣ କୁମାର,ବିଜୟ କୁମାର ସିହ୍ନାଡ. ଦିଲୀପ ଜୟସ୍ଵାଲ୍, ଲେସି ସିଂହ, ରାମକୃପାଳ ଯାଦବଙ୍କ ଶପଥନୀତୀଶ ମିଶ୍ରା, ଦାମୋଦର ରାୱତ୍, ସଞ୍ଜୟ ସିଂ ଟାଇଗର,ଅଶୋକ ଚୌଧୁରୀ, ଭଗବାନ ସିଂ କୁଶୱାହା,ଅରୁଣ ପ୍ରସାଦ,ମଦନ ସହନୀ, ଡ. ସନ୍ତୋଷ ସୁମନ,ରମା ନିଷାଦ, ରତ୍ନେଶ ସାଦା,କୁମାର ଶୈଳେନ୍ଦ୍ର, ଶୀଲା କୁମାରୀ, କେଦାର ପ୍ରସାଦ ଗୁପ୍ତା,ଲଖେନ୍ଦ୍ର କୁମାର ରୋଶନ୍, ସୁନୀଲ କୁମାର, ଶ୍ରେୟସୀ ସିଂହ,ମହମ୍ମଦ ଜମା ଖାନ୍, ନନ୍ଦକିଶୋର ରାମ, ଶୈଳେଶ କୁମାର ।
